The Ultimate Managed Hosting Platform
ADVERTISEMENT

ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

Facebook
Twitter
LinkedIn

ଖଲ୍ଲିକୋଟ : ମଝି ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ପୋଡମପେଟା ସମୁଦ୍ର କୂଳରୁ ମାଛ ଧରିବାକୁ ଯାଇଥିଲେ ୭ ମତ୍ସ୍ୟଜୀବୀ । ପହଁରି ପହଁରି ସମୁଦ୍ର କୂଳକୁ ଫେରିଲେ ୬ ଜଣ , ଆଉ ଜଣେ ନିଖୋଜ । ସମସ୍ତେ ଛତ୍ରପୁର ସାନ ନୋଳିଆ ନୂଆଗାଁର ହୋଇଥିବା ସୂଚନା ରହିଛି । ସେମାନଙ୍କୁ ଖୋଜାଖୋଜି ଉଦ୍ୟମ ଜାରି ରହିଛି ।
ସୂଚନା ଅନୁଯାୟୀ , ନୋଳିଆ ନୁଆଁ ଗାଁର ୭ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ମାଛ ମାରିବା ଫଳରେ ଉଚ୍ଚ ଜୁଆର ମାଡ଼ରେ ପୋଟମପେଟା ନିକଟରେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ୬ଜଣ ମତ୍ସ୍ୟଜୀବୀ ସମୁଦ୍ର କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଦ୍ବାରା ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login