The Ultimate Managed Hosting Platform
ADVERTISEMENT

ଟ୍ୱିନ ସିଟିକୁ କାଳବୈଶାଖୀ ଆଲର୍ଟ

Facebook
Twitter
LinkedIn

ଭୁବନେଶ୍ୱର : ଆଗାମୀ ୨ ଘଣ୍ଟା ପାଇଁ ୫ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସତର୍କତା । କେନ୍ଦ୍ରାପଡା, ଜଗତସିଂହପୁର , ଯାଜପୁର , ଖୋର୍ଦ୍ଧା ଓ କଟକକୁ ଆଲର୍ଟ । ଟ୍ୱିନ ସିଟି କଟକ-ଭୁବନେଶ୍ୱରକୁ କାଳବୈଶାଖୀ ଆଲର୍ଟ । ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ନେଇ ଚେତାବନୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

Login