The Ultimate Managed Hosting Platform
ADVERTISEMENT

ଟ୍ୱିଟର ପ୍ରୋଫାଇଲ ବାୟୋ ବଦଳାଇଲେ ରାହୁଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ୱିଟର ପ୍ରୋଫାଇଲ ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ । ଟ୍ୱିଟର ପ୍ରୋଫାଇଲରେ ଲେଖିଲେ ‘ଅଯୋଗ୍ୟ ସାଂସଦ’ । ଲୋକସଭା ସଭ୍ୟ ପଦ ରଦ୍ଦ ପରେ ବଦଳାଇଲେ ପ୍ରୋଫାଇଲ ବାୟୋ ।


ସେପଟେ ଆଜି ଦେଶବ୍ୟାପୀ କଂଗ୍ରେସର ପ୍ରତିବାଦ । ସମସ୍ତ ରାଜ୍ୟ, ଜିଲ୍ଲା ମୁଖ୍ୟାଳୟରେ ସତ୍ୟାଗ୍ରହ । ରାହୁଲଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ମାମଲାକୁ ନେଇ ପ୍ରତିବାଦ । ଅପରାହ୍ନ ୫ଟା ଯାଏଁ ସତ୍ୟାଗ୍ରହ ଜାରି ରହିବ । ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଙ୍ଗଗେଙ୍କ ସହ କଂଗ୍ରେସ ନେତାଙ୍କ ଧାରଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login