The Ultimate Managed Hosting Platform
ADVERTISEMENT

ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ଫିଙ୍ଗିଦେଲେ !

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଟ୍ୟାକ୍ସି ଡ୍ରାଇଭରଙ୍କୁ ବୀଭତ୍ସ ହତ୍ୟା । ଚନ୍ଦକା –ବାରଙ୍ଗ ରାସ୍ତାର ଏକ ହୋଟେଲ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର । ଗତ ୧୫ ତାରିଖରୁ ନିଖୋଜ ଥିଲେ ଟ୍ୟାକ୍ସି ଡ୍ରାଇଭର । ଏ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ମୃତକ ହେଲେ ଭୁବନେଶ୍ବର ଶିଶୁପାଳଗଡ଼ର ବିଦ୍ୟାଧର ସାହୁ । ତିନି ଦିନ ପୂର୍ବେ ଭୁବନେଶ୍ବରରୁ ସେ ନିଖୋଜ ହୋଇଥିଲେ। ପରେ ଅପହରଣକାରୀ ଟଙ୍କା ଡିମାଣ୍ଡ କରିଥିଲେ। ମୁଣ୍ଡ ଜାମିନ ପାଇଁ ଟଙ୍କା ଡିମାଣ୍ଡ କରି ହତ୍ୟା କରାଯାଇଥିବା ମୃତକଙ୍କ ମାମୁଁ ଅଭିଯୋଗ ଆଣିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login