The Ultimate Managed Hosting Platform
ADVERTISEMENT

ଟ୍ରେନ ଧକ୍କାରେ ୨ ଭାଇଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ରାଉରକେଲା : ଟ୍ରେନ ଧକ୍କାରେ ୨ ଭାଇଙ୍କ ଚାଲିଗଲା ଜୀବନ । ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ମୃତ ଦୁଇ ଭାଇ ହରିପୁର ବସ୍ତିର ହୋଇଥିବା ସୂଚନା ରହିଛି । ରେଳ ଲାଇନ ପାର ହେଲା ବେଳେ ଧକ୍କା ଦେଇଥିଲା ବୀରମିତ୍ରପୁର ପାସେଞ୍ଜର ଟ୍ରେନ। ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହ ରଖାଯାଇଛି । ଘଟଣାର ତଦନ୍ତ କରୁଛି ରାଉରକେଲା ଜିଆରପି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login