The Ultimate Managed Hosting Platform
ADVERTISEMENT

ଟୋଲଗେଟ ବୁଥ ଉପରେ ଚଢିଗଲା କାର

Facebook
Twitter
LinkedIn

ମୟୂରଭଞ୍ଜ : ଭାରସାମ୍ୟ ହରାଇ ଟୋଲଗେଟ ବୁଥ ଉପରେ ଚଢିଗଲା କାର । ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି । ଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ମୃତକ ହେଲେ ରାଜଦୀପ ପଟ୍ଟନାୟକ । ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ। ବାଲେଶ୍ବରରୁ ବେତନଟୀ ଯାଉଥିବାବେଳେ ପଦ୍ମନାଭପୁରରେ ନିୟନ୍ତ୍ରଣ ହରାଇ ଟୋଲଗେଟର ୩ ନମ୍ବର ବୁଥ୍ ଉପରକୁ ମାଡିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବୈଶିଙ୍ଗା ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login