The Ultimate Managed Hosting Platform
ADVERTISEMENT

ଟାଟା ଷ୍ଟିଲରେ ଅଘଟଣ , ୮ ଶ୍ରମିକ ଆହତ

Facebook
Twitter
LinkedIn

ଯାଜପୁର : ଯାଜପୁର କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲରେ ଅଘଟଣ । ଷ୍ଟିଲ ମେଲଟିଂ ସପରେ ବିସ୍ଫୋରଣ ସୂଚନା । ୮ରୁ ଉଦ୍ଧ୍ୱର୍ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login