ନୂଆଦିଲ୍ଲୀ : ଉଦ୍ଧାର କାର୍ଯ୍ୟରେ ୬ ରାଟ-ହୋନ ମାଇନର । ଉତ୍ତର ପ୍ରଦେଶ ଝାନ୍ସୀରୁ ଆସି ସାମିଲ ହେଲେ , ଆଗେଇଲା କାର୍ଯ୍ୟ । ବାକି ଥିବା ୧୦ରୁ ୧୨ ମିଟର ଖୋଳି ଉଦ୍ଧାର ଶେଷ କରିବାକୁ ଉଦ୍ୟମ । ଦୁଇ ଘଣ୍ଟାରେ ୧ ମିଟର ଖୋଳିଲେ ରାଟ-ହୋଲ ମାଇନର । ସେପଟେ ପ୍ଲାନ ବି ଅନୁସାରେ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ଜାରି । ୮୬ ମିଟରରୁ ୩୬ ମିଟର ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଥିବା ସୂଚନା ।
ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ୟ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ। ପାଇପ୍ ପ୍ରବେଶ କରାଇବା କାମରେ ନିୟୋଜିତ ହୋଇଛି ଅଗର ମେସିନ । ପ୍ରାୟ ୫୦ ମିଟର ଭର୍ଟିକାଲ୍ ଡ୍ରିଲିଂ ହୋଇଥିଲା । ଏହାପରେ ରାଟ୍ ହୋଲ୍ ମାଇନରମାନେ ୩ ମିଟର ଖୋଳିଲେଣି । ଗତକାଲି ରାତିରୁ ଡ୍ରିଲିଂରେ ଆଉ କୌଣସି ବାଧା ଦେଖାଦେଇନି । ଆଜି ସେମାନେ ସକାରାତ୍ମକ ରହିଥିବା ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ ଆରନୋଲ୍ଡ ଡିକ୍ସ କହିଛନ୍ତି ।
ଟନେଲ ଟ୍ରାଜେଡି ; ଉଦ୍ଧାର କାର୍ଯ୍ୟରେ ରାଟ-ହୋଲ ମାଇନର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







