ସାନଖେମୁଣ୍ଡି : ପାରିବାରିକ କଳହର କରୁଣ ପରିଣତି । ୬ ବର୍ଷର ଶିଶୁ କନ୍ୟାକୁ କାଠ ଫାଳିଆରେ ମାରି ହତ୍ୟା କଲା ସାବତ ମା ଓ ବାପା । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ ।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ସାବତ ମା ଓ ବାପା କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ । ଝିଅର ମୁଣ୍ଡରେ କାଠ ଫାଳିଆ ବାଜି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡି ରହିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା । ସକାଳୁ ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ । ସାବତ ମା ଓ ବାପା ଦୋଷକୁ ଲୁଚାଇବାକୁ ଯାଇ ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇଥିବା କହିଥିଲେ । କିନ୍ତୁ ଏମାନଙ୍କ କଥା ଉପରେ ଗାଁ ଲୋକ ବିଶ୍ୱାସ କରିନଥିଲେ । ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଦେଖିଥିଲେ । ତେବେ ମୃତ ଝିଅର ଦେହ ସାରା ମାଡ଼ ମାରିବାର ଚିହ୍ନ ରହିଥିଲା । ଏହାପରେ ଗ୍ରାମବାସୀ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଉଭୟଙ୍କୁ ଅଟକ ରଖି ଛାନ୍ଭିନ୍ ଆରମ୍ଭ କରିବା ସହ ଘଟଣାର ତଦନ୍ତ ଜାରୀ କରିଛି।
ଝିଅକୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







