ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ପାଇଁ ହାଇଭାଲେଟେଜ କ୍ୟାମ୍ପେନ । ବିଜେପି ପ୍ରାର୍ଥୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର । ଟଙ୍କଧର ତ୍ରିପାଠୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ବୀର ମାଟି , ପବିତ୍ର ମାଟି , ଐତିହ୍ୟ ସମ୍ପନ୍ନ ମାଟି । ଏ ମାଟି ଜାଣିଛି ନେତୃତ୍ୱ ତିଆରି କରିବା । ହେମାନନ୍ଦ ଓକିଶୋର ମହାନ୍ତିଙ୍କୁ ମନେପକାଇଲେ ଧର୍ମେନ୍ଦ୍ର । ଦୀପାଳି ଦାସଙ୍କ ପ୍ରତି ମୋର ସ୍ନେହ ସଦିଚ୍ଛା ରହିଛି । ବାପାଙ୍କୁ ହରାଇବାର କଷ୍ଟ କଣ ନିଶ୍ଚିତ ଅନୁଭବ କରୁଥିବେ । କାର୍ଯ୍ୟରତ କ୍ୟାବିନେଟ ମନ୍ତ୍ରୀଙ୍କୁ କାର୍ଯ୍ୟରତ ପୋଲିସ ହତ୍ୟା କଲା । କାହିଁକି ହତ୍ୟା କଲା ରାଜ୍ୟ ସରକାରଙ୍କୁ ଏହାର ଉତ୍ତର ଦେବାକୁ ପଡିବ । କେବଳ ମନ୍ତ୍ରୀ ନୁହଁନ୍ତି , ସମର୍ଥ ଅଗ୍ରୱାଲ ପରି ନାବାଳକକୁ ହତ୍ୟା ହୋଇଛି । ଲ ଲେସନେସ ଡେଭଲପ କରିଛି , କଳାପାହାଡିଆ ଶାସନ ଚାଲିଛି । ଝାରସୁଗୁଡା କୋଲାବିରାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭା । ତିନି ଦଳର ଷ୍ଟାର ପ୍ରଚାରକଙ୍କ ଜୋରଦାର ପ୍ରଚାର । ଅପରାହ୍ନରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ସୀଧାରଣ ସଭା ଅନୁଷ୍ଠିତ ହେବ ।
ଝାରସୁଗୁଡା ଉପନିର୍ବାଚନ : ଧର୍ମେନ୍ଦ୍ରଙ୍କ ଧୂଆଁଧାର ପ୍ରଚାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











