The Ultimate Managed Hosting Platform
ADVERTISEMENT

ଝାମ୍ପିନେଲେ ୧୭.୫ ଲକ୍ଷ

Facebook
Twitter
LinkedIn

ଫୁଲବାଣୀ : ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ ୧୭ ଲକ୍ଷ ୫୦ ହଜାର । ପଲସରରେ ୨ ଲୁଟେରା ଆସି ହିଲଭିଇ ହୋଟେଲ ନିକଟ ଆକ୍ସିସ ବ୍ୟାଙ୍କ ପାଖରୁ ଝାମ୍ପି ନେଲେ । ଗୁମାସ୍ତା ସହ ଜମା ପାଇଁ ବାଇକରେ ଆସୁଥିଲେ ସମ୍ପୃକ୍ତ ବ୍ୟବସାୟୀ । ମୁଖା ପିନ୍ଧା ଦୁର୍ବୁତ୍ତ ବାଇକରେ ଆସି ଲୁଟି ନେଲେ । ଲଙ୍ଗ ଲାଇଫ ଟ୍ରେଟର୍ସର ମାଲିକଙ୍କ ଠାରୁ ଲୁଟ ।

ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login