The Ultimate Managed Hosting Platform
ADVERTISEMENT

ଜୟପୁର ଉପଖଣ୍ଡରେ ଲାଗିଲା ୧୪୪ ଧାରା

Facebook
Twitter
LinkedIn

ଜୟପୁର: ଜୟପୁର ଉପଖଣ୍ଡରେ ଲାଗିଲା ୧୪୪ ଧାରା । ଆଜିଠୁ ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ୭ ଦିନ ପର୍ୟ୍ୟନ୍ତ କଟକଣା ଜାରି ରହିବ । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଆଶଙ୍କା କରି ଜୟପୁରରେ ଲାଗୁ ହୋଇଛି ୧୪୪ ଧାରା । ପ୍ରତିଦିନ ଅପରାହ୍ନ ୩ଟାରୁ ପରଦିନ ସକାଳ ୯ଟା ଯାଏ ୧୪୪ ଧାରା ବଳବତ୍ତର ରହିବ । କୌଣସି ସ୍ଥାନରେ ଦୁଇରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login