ଭଦ୍ରକ : ଥଣ୍ଡାଜ୍ୱର ରୋଗୀକୁ କୁକୁର କାମୁଡା ଇଞ୍ଜେକସନ ଦେଲେ । କୁକୁର କାମୁଡା ଇଞ୍ଜେକସନ ଦେବାକୁ ନେଇ ମେଡିକାଲରେ ଉତ୍ତେଜନା । ଭଣ୍ଡାରୀପୋଖରୀ ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ । ଜ୍ୱରରେ ପୀଡିତ ହୋଇ ଆଜି ମେଡିକାଲ ଆସିଥିଲେ ଜଣେ ବ୍ୟକ୍ତି । ନର୍ସ ଜଚ୍ଚଙ୍କ କୁକୁର କାମୁଡା ଇଞ୍ଜେକସନ ଦେଇଥିବା ଅଭିଯୋଗ ।
Views: 116











