ଭୁବନେଶ୍ୱର : ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ । ଭୁବନେଶ୍ୱର ଝାରପଡା ଜେଲରେ ଜଣେ ବିଚାରାଧୀନ ବନ୍ଦୀ ମୃତ । ଜେଲ ପରିସର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅସୁସ୍ଥତା ପାଇଁ ଗତ କିଛି ଦିନ ତଳେ ଭର୍ତ୍ତି ହୋଇଥିଲେ । ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷ । ବଧୂ ହତ୍ୟା ମାମଲାରେ ଝାରପଡା ଜେଲକୁ ଆସିଥିଲେ ।
Views: 88