The Ultimate Managed Hosting Platform
ADVERTISEMENT

ଜୁଲାଇ ପହିଲାରୁ ୩ ଫୈାଜଦାରୀ ଆଇନ ଲାଗୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଜୁଲାଇ ୧ ତାରିଖରୁ ଲାଗୁ ହେବ ୩ ନୂଆ ଫୈାଜଦାରୀ ଆଇନ । ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସହିଂତା , ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯିବାକୁ ନିଷ୍ପତ୍ତି । ନୂଆ ଆଇନ ଲାଗୁ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login