ୟୁପି : ରିଲ୍ସ କରିବାକୁ ମନା କରିବାରୁ ଟ୍ରେନ ଆଗକୁ ଡେଇଁଲେ ମହିଳା । ପରିବାର ଲୋକ ଏହା ଜାଣିବା ପରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଉତ୍ତର ପ୍ରଦେଶ ମହୋବା ସହରର କୋତବାଲିରେ ଘଟିଛି ଘଟଣା । ସୂଚନା ଅନୁଯାୟୀ , ୭ ମାସ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ରିଲ୍ସ ବନେଇବାର ନିଶା ଏବେ ତାଙ୍କୁ ମହଙ୍ଗା ପଡିଛି । ଲାଡଫୁର ଗାଁରେ ରହୁଥିବା ଶଫିକ ମହୋବା ଭଡା ଘରେ ରହି ୍ଣ୍ଡା ବେପାର କରୁଥିଲେ । ଶଫିକ ୨୦ ବର୍ଷିୟ ଜୁଲେଖାଙ୍କ ସହ ବିବାହ କରିଥିଲେ । ବିବାହ ପରେ ପ୍ରତିଦିନ ରିଲ୍ସ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ମହିଳା ଜଣକ ସବୁବେଳେ ରିଲ୍ସ କରୁଥିଲେ । ଯାହା ତାଙ୍କ ସ୍ୱାମୀଙ୍କୁ ପସନ୍ଦ ନଥିଲା । ଗତ ରାତିରେ ଶଫିକ ଦୋକାନରୁ ଘରକୁ ଫେରିବା ପରେ ପନôୀ ରୋଷେଇ ନ କରି ରିଲ୍ସ କରୁଥିଲେ । ସ୍ୱାମୀ ରିଲ୍ସ କରିବାକୁ ମନା କରିବାକୁ ଯୁକ୍ତିତର୍କ ଲାଗିଥିଲା । ଏହା ପରେ ଦୁଇ ଜଣ ଖାଇ ଶୋଇପଡିଥିଲେ । କିନ୍ତୁ ବିଳମ୍ବିତ ରାତିରେ ପନôୀ କୁଆଡେ ଚାଲି ଯାିଥିଲେ । ଶଫିକ ଏହା ଜାଣି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ପତ୍ନୀଙ୍କ ମୃତଦେହ ଖଜୁରାହୋ ରେଲୱେ ଷ୍ଟେସନରେ ବିକ୍ଷିପ୍ତ ଅବସ୍ଥାରେ ପଡିଥିଲା । ରିଲ୍ସ କରିବାକୁ ସ୍ବାମୀ ମନା କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଏମିତି କରିଛନ୍ତି । ଏହି ମାମଲାରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଜୀବନ ନେଇଗଲା ରିଲ୍ସ ନିଶା , ରିଲ୍ସ କରିବାକୁ ମନା କରିବାରୁ ଟ୍ରେନ ଆଗକୁ ଡେଇଁଲେ ମହିଳା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







