ଟିଟିଲାଗଡ: ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ପାଳନ । ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଟିଟିଲାଗଡ ବନ୍ଦ ଡାକରା । ବନ୍ଦ ପ୍ରଭାବରେ ବେସରକାରୀ ସ୍କୁଲ ବନ୍ଦ ହୋଇଥିବା ବେଳେ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।
Views: 88











