ଭୁବନେଶ୍ୱର : ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ । ସେଗୁଡିକ ହେଲା -ଦୁର୍ନୀତି ହଟାଓ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ । ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି । ଅଧିକ ଫିଲ୍ଡ ଭିଜିଟ କରିବାକୁ ଦେଲେ ପରାମର୍ଶ । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କର । ସରକାରୀ ବିଜ୍ଞାପନ ଓଡିଆ ଭାଷାରେ ପ୍ରକାଶକରିବାକୁ ନିଦେ୍ର୍ଦଶ । ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରନ୍ତୁ । ଗାଦି ମଡା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ । ବାଲି ମାଫିଆକୁ ସାବାଡ କର, ଚୋରା ମଦ କାରବାର ରୋକ । ଦୃଢ ଆକ୍ସନ ନିଅନ୍ତୁ , କୈାଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ । ଚୋରା ମଦ ପାଇଁ । କୈାଣସି ଘଟଣା ଘଟିଲେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
Views: 61











