The Ultimate Managed Hosting Platform
ADVERTISEMENT

ଜାମ୍ମୁ-କାଶ୍ମୀର ରଜୈାରୀ ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ରଜୈାରୀ ସେନା କ୍ୟାମ୍ପ ଉପରେ ବଡ ଆକ୍ରମଣ ବିଫଳ । ଗାଁ ନିକଟ ସେନା କ୍ୟାମ୍ପ ଉପରେ ବଡ ଧରଣର ଆତଙ୍କୀ ଆକ୍ରମଣ ବିଫଳ । ଏବେ ସୁରକ୍ଷାକର୍ମୀ-ଆତଙ୍କବାତୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ଭୋର ପ୍ରାୟ ୪ଟା ସମୟରେ ସିକ୍ୟୁରିଟି ପୋଷ୍ଟ ଉପରକୁ ଗୁଳି ଚଳାଇଥିଲେ । ଭାରତୀୟ ସେନାର ଦୃଢ ଜବାବରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନା ବିଫଳ ହୋଇଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାବେଳେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଯବାନମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login