ୟୁପି : ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ପରାମର୍ଶ । ଏ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟଙ୍କ ସୂଚନା । ଭକ୍ତ ମାନଙ୍କୁ ନିବେଦନ ୨୨ ନୁହେଁ ୨୬ ପରେ ଅଯୋଧ୍ୟା ଆସନ୍ତୁ । ଜାନୁଆରୀ ୨୨ରେ ନିଜ ଗାଁ ମନ୍ଦିରରେ ଉତ୍ସବ ପାଳନ କରନ୍ତୁ । ୨୨ ତାରିଖ ଦିନ ୧୦ଟାରୁ ୨ଟା ଯାଏଁ ଗାଁ ମନ୍ଦିରରେ ଉତ୍ସବ ପାଳନନ କରନ୍ତୁ । ନିଜ ଗାଁ ମନ୍ଦିରରେ ଭଜନକୀର୍ତ୍ତନ ପୂଜାର୍ଚ୍ଚନା କରନ୍ତୁ । ଜାନୁଆରୀ ୨୬ ପରେ ଯେବେ ଇଚ୍ଛା ହେବ ଅଯୋଧ୍ୟା ଆସନ୍ତୁ । ବୟ. ରୋଗାଗ୍ରସ୍ତଙ୍କୁ ପରାମର୍ଶ ଦେଲେ ସମ୍ପାଦକ ଚମ୍ପତି ରାୟ । ବହୁତ ବାଟ ଚାଲିବାକୁ ପଡିବ ସେସବୁ ମନରେ ରଖି ଆସିବେ ।
Views: 104











