ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୨୦ରେ OSSTET-୨୦୨୫ ପରୀକ୍ଷା । ସକାଳ ୯ରୁ ସାଢେ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ରହିଛି । ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ । ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।
Views: 90











