ଭୁବନେଶ୍ୱର : ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଜୋରଦାର ସଂଘର୍ଷ । ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍୍ର । ଜାନୁଆରୀରୁ ସଂଘର୍ଷ ଶାଣିତ ପାଇଁ ମୋଦି ସ୍ପଷ୍ଟ ସନେ୍ଦଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନକୁ ପ୍ରସ୍ତୁତ କରିବାକୁ ମୋଦି ନିଦେ୍ର୍ଦଶ ଦେଇଛନ୍ତି । ଜାନୁଆରୀକୁ ସବୁ ସାଂଗଠନିକ କାମ ସାରି ହଳ ପାଇଁ ବିଲକୁ ଓହ୍ଲାଇବୁ । ମୋଦି ଜାନୁଆରୀରେ ଆସିବେ, ବିଲ ଦେଖି ସାର ପକାଇ ଉର୍ବର କରିବେ । ଦଳ ଓ ସମାଜ ପାଇଁ ସମର୍ପିତ , ଜିତିବା କ୍ଷମତା ଥିବା ବ୍ୟକ୍ତିଙ୍କୁ ଟିକେଟ । ୨୧ରୁ ୨୧ ଲୋକସଭା ଜିତିବୁ କହିଲେ ଜୟନାରାୟଣ ମିଶ୍ର । ୨୧ ଲୋକସଭା , ସଂଖ୍ୟା ଗରିଷ୍ଠତା ସହ ରାଜ୍ୟରେ ସରକାର କରିବୁ ।
Views: 84