The Ultimate Managed Hosting Platform
ADVERTISEMENT

ଜାଣନ୍ତୁ ଡାଳିମ୍ବ ଚୋପାର ସ୍ୱାସ୍ଥ୍ୟପକାରୀ ଗୁଣ ?

Facebook
Twitter
LinkedIn

ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତ ଜଣା ହେଲେ, ଆପଣ କ’ଣ ତା ଚୋପାର ଫାଇଦା ବିଷୟରେ ଜାଣନ୍ତି ? ଆପଣ ଯଦି ଜାଣିବେ,ତେବେ ତା ଚୋପାକୁ ଆଉ ଫିଙ୍ଗିବେ ନାହିଁ । ଏବେ ଆସନ୍ତୁ ଜାଣିବା ଡାଳିମ୍ବ ଚୋପା ଆମର କି ଉପକାର କରିଥାଏ ।


ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଏହି ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ । ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍ ଅଛି ସମାନ ପରିମାଣରେ ଭିଟାମିନ୍ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡି ସେଥିରେ ଚା’ ତିଆରି କରି ପିଅନ୍ତୁ ଲାଭ ମିଳିବ ।


ଡାଳିମ୍ବ ଚୋପା କୁ ବ୍ୟବହାର କଲେ ସନ ଟ୍ୟାନ ବା (କଳାପ୍ୟାଚ)କୁ ମଧ୍ୟ ଅପସାରଣ କରିଥାଏ । ଏଥିପାଇଁ ଡାଳିମ୍ବ ଚୋପା କୁ ଶୁଖାଇ ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏହାର ଶୁଖିଲା ପାଉଡର କୁ ଆପଣଙ୍କର ଲୋସନ କିମ୍ବା କ୍ରିମ୍ ସହିତ ମିଶାନ୍ତୁ ଏବଂ ଘରୁ ବାହାରିବାର ୨୦ ମିନିଟ୍ ପୂର୍ବରୁ ଏହାକୁ ଲଗାନ୍ତୁ । ଡାଳିମ୍ବ ଚୋପା ସୂର୍ଯ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହା ଆପଣଙ୍କ ଚର୍ମକୁ କ୍ଷତିକାରକ ୟୁଭିଏ କିରଣରୁ ରକ୍ଷା କରନ୍ତି ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମିଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login