The Ultimate Managed Hosting Platform
ADVERTISEMENT

ଜଳିଗଲା ‘ମୋ ବସ୍’

Facebook
Twitter
LinkedIn

ରାଉରକେଲା : ନିଆଁ ଲାଗି ଜଳିଗଲା ମୋ ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ରାଉରକେଲାରୁ ବେଦବ୍ୟାସ ଯିବା ବେଳେ ଲାଗିଲା ନିଆଁ । ଟିସିଆଇ ଛଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲାଗିଲା ନିଆଁ । ବସରେ ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ଓହ୍ଲାଇ ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login