The Ultimate Managed Hosting Platform
ADVERTISEMENT

ଜଳିଗଲା ବସ , ଯାତ୍ରୀ ସୁରକ୍ଷିତ

Facebook
Twitter
LinkedIn

ଜୟପୁର : ରାସ୍ତାରେ ଛିଡା ହୋଇଥିବା ବସରେ ଲାଗିଲା ନିଆଁ । ବୋରିଗୁମ୍ମା ୨୬ ନଂ ଜାତୀୟ ରାଜପଥରେ ଅଚାନକ ଜଳିଗଲା ବସ । ସମସ୍ତ ଯାତ୍ରୀ ସୁରକ୍ଷିତ , ନିଆଁକୁଆୟତ୍ତ କଲା ଅଗ୍ନିଶମ ବାହିନୀ । ଟାୟାର ଫାଟି ଯିବାରୁ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ପଡିଥିଲେ । ବସଟି ୪୦ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ କଳାହାଣ୍ଡି ଆସୁଥିଲା । ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ହେଲେ ଏତେ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login