ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚି଼ଙ୍ଗେରକଟା ଗ୍ରାମରେ କକାର ଛୁରା ଆକ୍ରମଣରେ ପୁତୁରା ଓ ପୁତୁରା ବୋହୂ ଗୁରୁତର । ସୂଚନାରୁ ଅନୁଯାୟୀ, ଆଜି ସନ୍ଧ୍ୟାରେ କିଶୋର ଖଣ୍ଡା ଓ କକା ଜମିବାଡ଼ିକୁ କେନ୍ଦ୍ର କରି ପାଟି ତୁଣ୍ଡ ହୋଇଥିଲା କ୍ଷ ପରେ କକା ଏକ ଛୁରୀରେ ପୁତୁରା ଓ ପୁତୁରା ବୋହୂକୁ ଆକ୍ରମଣ କରି ଲହୁଲୁହାଣ କରିଛି କ୍ଷ ପୁତୁରା ଏକ ଜମିରେ ଚାଷ କରିଛନ୍ତି କ୍ଷ ଉକ୍ତ ଜମିକୁ ଫେରେଇବା ପାଇଁ କକା କହିବା ସହ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କାରିଥିବା ପୁତୁରା କହିଛନ୍ତି କ୍ଷ ଏଥିରେ ପୁତୁରାର ପେଟ, ହାତ, ମୁଣ୍ଡ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀ ଭାମାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି କ୍ଷ ପରିବାର ଲୋକେ ଗୁରୁତର ଅବସ୍ତାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି କ୍ଷ
Views: 55











