ନୂଆଦିଲ୍ଲୀ : ବ୍ରିଟେନରେ ଜନ୍ମ ହୋଇଥିବା ଶିଶୁକନ୍ୟା ଏବେ ଚର୍ଚ୍ଚାରେ । ୨୮ ଫେବ୍ରୁଆରୀରେ ଜନ୍ମ ହୋଇଥିବା ଏହି ସିଶୁ କନ୍ୟା ୩-୬ମାସର ପିଲାଙ୍କ ପୋଷାକ ପିନ୍ଧିଛି । କାରଣ ଏହି ନବଜାତ ଶିଶୁ କନ୍ୟାର ଓଜନ ୫ କେଜି ୬୦୦ ଗ୍ରାମ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରଥମ କରି ୧୯୯୨ରେ ୭ କେଜି ୩୦ ଗ୍ରାମର ନବଜାତ ଶିଶୁ ଜନ୍ମ ହୋଇଥିଲା । ୨୦୧୩ରେ ୭ କେଜି ୦୦୨ ଗ୍ରାମ ଓଜନର ନବଜାତ ଶିଶୁ ଜନ୍ମ ହୋଇଥିଲା । ଏହା ପରେ କେହି ବି ଏତେ ଓଜନର ଶିଶୁ ଜନ୍ମ ହୋଇ ନାହାନ୍ତି ।
ତେବେ ୂବର୍ତ୍ତମାନ ବ୍ରିଟେନରେ ଜନ୍ମ ହୋଇଥିବା ନବଜାତ ଶିଶୁଟିର ନାମ ତାବିଥା । ତାବିଥାଙ୍କ ମାଙ୍କ ନାମ ରୁଥ । ତାବିଥା ଘରେ ଜନ୍ମ ହୋଇଛନ୍ତି । ତାଙ୍କ ଘର ହସ୍ପିଟାଲଠୁ କିଛି ଦୂରରେ ରହିଛି । ତାବିଥାଙ୍କ ଜନ୍ମ ଅଢେଇ ସପ୍ତାହ ଡେରିରେ ହୋଇଛି । ସାଢେ ଆଠ ଘଣ୍ଟାର ଲେବର ପେନ ସହିବା ପରେ ଜନ୍ମ ହୋଇଥିଲେ ତାବିଥା । ତେବେ ତାବିଥାଙ୍କ ମା ରୁଥି କହିଛନ୍ତି କି ଏତେ ଅଧିକ ଓଜନର ପିଲା ସେ କେବେ ବି ଆଗରୁ ଦେଖି ନ ଥିଲେ । ସେ ତାବିଥାଙ୍କୁ ଜନ୍ମ ଦେବା ପରେ ସୁସ୍ଥ ଅଛନ୍ତି ।
ଜନ୍ମ ନେଲା ସାଢେ ୫ କିଲୋଗ୍ରାମର ଶିଶୁ କନ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











