ଭୁବନେଶ୍ୱର : ଜଙ୍ଗଲ ନିଆଁ ନିୟନ୍ତ୍ରଣ ନେଇ ପିସିସିଏଫ ସୁରେଶ ପନ୍ତଙ୍କ ସୂଚନା । ଜଙ୍ଗଲ ନିଆଁ ଲିଭାଇବାରେ ୯୯.୯୯ପ୍ରତିଶତ ସଫଳ ହେଉଛି ବନ ବିଭାଗ । ଅଧିକ ନିଆଁ ଲାଗିଲେ ଗୃହ ବିଭଆଗ ଜରିଆରେ ଓଡ୍ରାଫ ସହାୟତା ନେବୁ । ପ୍ରଥମ ରାଜ୍ୟ ଭାବେ ଓଏଫଏମଏସ, ଫରେଷ୍ଟ ଫାୟର ଆପ୍ଲିକେସନ ବ୍ୟବହାର କରାଯିବ । ତକôାଳ ତଥ୍ୟ ପାଇଁ ଶିମିଳିପାଳରେ ୫ଟି ଏଆଇ କ୍ୟାମେରା ଲାଗିଛି । ଚଳିତ ବର୍ଷ ୧୫, ୭୨୩ କିମି ନୂଆ ଫାୟର ଲାଇନ ସୃଷ୍ଟି ହୋଇଛି । ଯାହା ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋର୍ଟିଂ ପାଇଁ ବେଶ ଉପଯୋଗୀ ହେଉଛି ।
Views: 17