ଟିଟିଲାଗଡ : ବର୍ଣ୍ଣେଇ ସରଂକ୍ଷିତ ଜଙ୍ଗଲରେ ମାଇ ହାତୀର ମୃତ୍ୟୁ । ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲା ୮ ବର୍ଷର ମାଇ ହାତୀ । ମାଇ ହାତୀର ମୃତ୍ୟୁ ନେଇ ଡିଏଫଓଙ୍କ ସୂଚନା । ଘଟଣା ସ୍ଥଳରେ ଟିଟିଲାଗଡ଼ ଓ ସଇଁତଳା ଜଙ୍ଗଲ ବିଭାଗର କର୍ମଚାରୀ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ଜେସିବି ସାହାଯ୍ୟରେ ହାତୀକୁ ଗାତରୁ ବାହାର କରାଯିବ । ଗତ କିଛି ଦିନ ହେବ ଏହି ଅଞ୍ଚଳରେ ୧୨ ଟିକିଆ ହାତୀପଲ ବୁଲୁଛନ୍ତି ।
Views: 61











