ବଣାଇ: ବଣାଇ ରେଞ୍ଜର ଏକ ଜଙ୍ଗଲରେ ବାଘର ପାଦ ଚିହ୍ନ ଠାବ । ସ୍ଥାନୀୟ ଲୋକଙ୍କ ଖବର ପରେ ବନ ବିଭାଗର ତଦନ୍ତ । କଲରାପତରିଆ ନା ମହାବଳ ବାଘର ପାଦ ଚିହ୍ନ ସ୍ପଷ୍ଟ ହୋଇନି । ବାଘର ପାଦ ଚିହ୍ନକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଲୋକଙ୍କୁ ସତର୍କ କରିବା ସହ ପାଟ୍ରୋଲିଂକୁ କଡାକଡି କରିଛି ବନବିଭାଗ ।
Views: 52











