The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀ ଦର୍ଶାନା ଜରଦୋଶ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବଳରାମପୁର ପୁର ଗ୍ରାମପଞ୍ଚାୟତରେ ମୋଦି ଜୀଙ୍କ ବିକଶିତ ଭାରତ କାର୍ୟ୍ୟକ୍ରମ କେନ୍ଦ୍ର ରେଳ, ବୟନ ଶିଳ୍ପ ଓ ଉଦ୍ୟେଗ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶାନା ଜରଦୋଶ ଯୋଗ ଦେଇଥିଲେ । ଦେଶ ଆଜି ମୋଦି ଜୀ ଙ୍କ ନେତୃତ୍ୱରେ ଆଗଉଛି । ବିଭିନ୍ନ ନୂଆ ଯୋଜନା ସହ ବହୁମୁଖୀ ଯୋଜନା ମାନ ଲୋକ ମାନଙ୍କ ପହଁଚୁଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବିଭୁ ପ୍ରସାଦ ତାରାଇ, ଲୋକସଭା ପ୍ରଭାରୀ ପବିତ୍ର ଦାଶ, ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ଲିଙ୍ଗ ରାଜ ଲେଙ୍କା ପ୍ରଭୁତି ଯୋଗ ଦେଇ କାର୍ୟ୍ୟକ୍ରମକୁ ଆଗେଇ ନେଇ ଥିଲେ । ଗ୍ରାମ ପଂଚାୟତର ମା ମାନେ ମୋଦି ସରକାର ଙ୍କର ବିଭିନ୍ନ ଯୋଜନା ପାଇ ଉପକୃତ ହୋଇଥିବା ପ୍ରକାଶ କରିଥିଲେ । ଡ୍ରୋନ ମାଧ୍ୟମରେ କିପରି ଚାଷ କାର୍ୟ୍ୟରେ ୟୁରିୟା ଚିଞ୍ଚନ କରାଯିବ ତାହା କୃଷି ବିଭାଗ ପଦର୍ଶନୀ କରିଦେଖାଇଥିଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login