The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କୁ ଅସଦାଚରଣ ! ; ୨ ଶିକ୍ଷକ ଅଟକ

Facebook
Twitter
LinkedIn

ଜଳେଶ୍ୱର : ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ । ୨ ଜଣ ଶିକ୍ଷକ ଅଟକ ଅଛନ୍ତି । ରାଇବଣିଆ ଥାନା ଅଞ୍ଚଳର ସ୍କୁଲରେ ଅସଦାଚରଣ ଅଭିଯୋଗ । ପରିବାର ପକ୍ଷରୁ ଥାନାରେ ଶିକ୍ଷକଙ୍କ ନାଁରେ ଅଭିଯୋଗ । ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ନାଁରେ ଲିଖିତ ଏତଲା । ଉଭୟ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପୋଲିସର ତଦନ୍ତ । ଦୀର୍ଘ ୩ ମାସ ଧରି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସାଦାଚରଣ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରିବାରୁ ଶିକ୍ଷକ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଉଥିଲେ। ଏନେଇ ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ତେବେ ସ୍କୁଲ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଗତକାଲି ଛାତ୍ରୀଙ୍କ ମାଆ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login