The Ultimate Managed Hosting Platform
ADVERTISEMENT

ଚୋରାମଦ ପାଇଁ ହେବ ଆଜୀବନ କାରାଦଣ୍ଡାଦେଶ, ଖୁବଶୀଘ୍ର ଅବକାରୀ ଆଇନରେ ହେବ ସଂଶୋଧନ

Facebook
Twitter
LinkedIn

ଭୁବନେଶ୍ୱର : ଚୋରାମଦ ପାଇଁ ମିଳିବ ଆଜୀବନ କାରାଦଣ୍ଡ । ଅବକାରୀ ଆଇନରେ ଖୁବଶୀଘ୍ର ହେବ ସଂଶୋଧନ । ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ସଂଶୋଧିତ ଆଇନରେ ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳା । ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ଚୋରା ମଦ ବନ୍ଦ ନ ହେବା ଯାଏଁ ଚାଲିବ ଚଢାଉ । ଏ ନେଇ ଗତ ୨୬ ତାରିଖରେ ସୂଚନା ଦେଇଥିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login