The Ultimate Managed Hosting Platform
ADVERTISEMENT

ଚାଷୀଙ୍କୁ ଦଳିଦେଲା ଦନ୍ତା

Facebook
Twitter
LinkedIn

ଦେବଗଡ : ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ଦନ୍ତା । କୁଣ୍ଢେତଗୋଳା ବନାଞ୍ଚଳ ପଳସମା ସେକ୍ସନ ଉଟୁଣିଆ ଗାଁରେ ଘଟିଛି ଅଘଟଣ । ଧାନ କାଟିବା ପାଇଁ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ।
ଅନ୍ୟପଟେ ଜଙ୍ଗଲରେ ଯୁବକଙ୍କୁ କଚାଡି ମାରିଲା ଦନ୍ତା ହାତୀ । ବଣାଇ ପୋଡାଗୋଠ ଜଙ୍ଗଲକୁ ଶିଆଳି ଲଟା ପାଇଁ ଯାଇଥିବା ବେଳେ ଦନ୍ତାର ଶିକାର ହୋଇଛନ୍ତି ଯୁବକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login