ଭୁବନେଶ୍ୱର : ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡା ଆହ୍ୱାନ ଦେଲେ ସୈାମ୍ୟ । ଚାକିରି ଛାଡି ଦଳ ସମ୍ଭାଳିବାକୁ କହିଲେ ବିଧାୟକ ସୈାମ୍ୟ । ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ । ଜଣେ ଦୁଇ ଜଣ ଆଇଏଏସ କଣ ଦଳ କଥା ବୁଝିବେ ? ଯଦି ଦଳ କଥା ବୁଝିବାକୁ ଇଚ୍ଛା , ଇସ୍ତଫା ଦେଇ ଦଳକୁ ଆସନ୍ତୁ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟ ସମ୍ଭାଳନ୍ତୁ , ଆପତ୍ତି ନାହିଁ । ଫାଇଭ୍ ଟି ସଚିବ ରାଜନୀତି କରିପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ପଚାରିଲେ ସୈାମ୍ୟ । ସିଏମଓ ରାଜ୍ୟ ସାରା ବୁଲୁଥିବା ପ୍ରଶ୍ନରେ ସୈାମ୍ୟଙ୍କ କଡା ମନ୍ତବ୍ୟ । ସିଏମଓରୁ ଆଉ କିଏ ଯାଇଛି , ସେହି ଗୋଟିଏ ଲୋକ କଣ ସବୁ ବୁଝୁଛି । ସେହି ଗୋଟିଏ ଲୋକ ସରକାର , ଲୋକଙ୍କ କଥା ବୁଝୁଛି ? ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି । ନେତା ମାନେ କହୁନାହାନ୍ତି ସେମାନେ ଅସହାୟ , ତାଙ୍କ ଦ୍ୱାରା ଶାଗ ସିଝିବନି । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରନାହାନ୍ତି କହୁନାହାନ୍ତି । କେବଳ ଜଣିଏ ଲୋକ ଅଛି , ତା ଉପରେ ସବୁ ଅଠା ଛିଡିଛି ? ମଶକ?ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି , ଭିଡିଓ ବାର୍ତ୍ତାରେ କହିବେ । ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିବେ ମୁଁ ୟଙ୍କର ପଠାଉଛି ବୋଲି ।
ଚାକିରି ଛାଡି ଦଳ ସମ୍ଭାଳନ୍ତୁ-ସୈାମ୍ୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଖାଇକୁ ଖସିଲା କାର , ଚାଲିଗଲା ୨ ଭାଇଙ୍କ ଜୀବନ
ୟୁପି : ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ଗୁରୁତର ଆହତ ହୋଇଛନ୍ତି ।...
ଝରଣାରେ ବୁଡି ୨ ଜଣଙ୍କର ଚାଲିଗଲା ଜୀବନ
ରାଉରକେଲା : ଝରଣାରେ ଗୋଡ ଖସି ୨ ଜଣଙ୍କର ଚାଲିଗଲା ଜୀବନ । ୪ ଜଣ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନ୍ଖଳଙ୍କ ଘାଘରା...
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ
ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...
ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଜାରି
ନୂଆପଡା : ନୂଆପଡା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି । ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି...