ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ ମଞ୍ଚକୁ ଓହ୍ଲାଇବି କହିଲେ । ବର୍ଷେ ବିଶ୍ରାମ ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲି ଓହରିଛି । ବିବାଦ ପିଛା ନ ଛାଡିବାରୁ ଚଳିତ ବର୍ଷ ଯାତ୍ରା ମଞ୍ଚକୁ ଚଢିବି । ଭୁଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଲି । ୨୦୨୬-୨୦୨୭ ପାଞ୍ଚ ବର୍ଷ ପାଇଁ ସିଂବାହିନୀ ଯିବାକୁ ଚୁକ୍ତି କରିଥିଲି । ମାତ୍ର ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ ନେଇ କିଛି କହିଲେନି । ଯଦି ବିବାଦରେ ରହିବି , ତା ହେଲେ ବର୍ଷେ କାହିଁକି ଅପେକ୍ଷା କରିବି ପଚାରିଲେ ।
ସୂଚନା ଅନୁଯାୟୀ ପୂର୍ବରୁ ଯାତ୍ରା ସୂର୍ଯ୍ୟ ମନ୍ଦିର ଓ ପୀୟୂଷଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା । ଶେଷରେ ଅଭିନେତା ପୀୟୁଷ ଯାତ୍ରା ଦୁନିଆରୁ କିଛି ସମୟ ବିଶ୍ରାମ ନେଇଥିଲେ । କିନ୍ତୁ ପୁଣି ଥରେ ସେ ଖୁବଶୀଘ୍ର ଯାତ୍ରାକୁ ଫେରିବେ ବୋଲି କହିଛନ୍ତି । ଏହା ପରେ ଦର୍ଶକଙ୍କ ମଧ୍ୟରେ ଖୁସି ଦେଖା ଦେଇଛି ।
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







