The Ultimate Managed Hosting Platform
ADVERTISEMENT

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ ମଞ୍ଚକୁ ଓହ୍ଲାଇବି କହିଲେ । ବର୍ଷେ ବିଶ୍ରାମ ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲି ଓହରିଛି । ବିବାଦ ପିଛା ନ ଛାଡିବାରୁ ଚଳିତ ବର୍ଷ ଯାତ୍ରା ମଞ୍ଚକୁ ଚଢିବି । ଭୁଲ କରିଥିବାରୁ ବର୍ଷେ ବିଶ୍ରାମ ନେବାକୁ ଚାହିଁଲି । ୨୦୨୬-୨୦୨୭ ପାଞ୍ଚ ବର୍ଷ ପାଇଁ ସିଂବାହିନୀ ଯିବାକୁ ଚୁକ୍ତି କରିଥିଲି । ମାତ୍ର ମାଲିକ ସଂଘ ଏହାକୁ ମଧ୍ୟ ଗ୍ରହଣ ନେଇ କିଛି କହିଲେନି । ଯଦି ବିବାଦରେ ରହିବି , ତା ହେଲେ ବର୍ଷେ କାହିଁକି ଅପେକ୍ଷା କରିବି ପଚାରିଲେ ।
ସୂଚନା ଅନୁଯାୟୀ ପୂର୍ବରୁ ଯାତ୍ରା ସୂର୍ଯ୍ୟ ମନ୍ଦିର ଓ ପୀୟୂଷଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା । ଶେଷରେ ଅଭିନେତା ପୀୟୁଷ ଯାତ୍ରା ଦୁନିଆରୁ କିଛି ସମୟ ବିଶ୍ରାମ ନେଇଥିଲେ । କିନ୍ତୁ ପୁଣି ଥରେ ସେ ଖୁବଶୀଘ୍ର ଯାତ୍ରାକୁ ଫେରିବେ ବୋଲି କହିଛନ୍ତି । ଏହା ପରେ ଦର୍ଶକଙ୍କ ମଧ୍ୟରେ ଖୁସି ଦେଖା ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login