The Ultimate Managed Hosting Platform
ADVERTISEMENT

ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ପିଲା

Facebook
Twitter
LinkedIn

ଢେଙ୍କାନାଳ : ଚକୋଲେଟ ଭାବି ମୂଷା ମରା ଔଷଧ ଖାଇଦେଲେ ପିଲା । ମୂଷା ମରା ଔଷଧ ଖାଇ ଅଙ୍ଗନବାଡି କେନ୍ଦ୍ରର ୬ ପିଲା ଅସୁସ୍ଥ । ସଦର ବ୍ଲକ ଜଙ୍ଖିରା ଅଙ୍ଗବାଡି କେନ୍ଦ୍ରର ପିଲା ଅସୁସ୍ଥ । ସମସ୍ତ ପିଲାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ବୟସ ତିନିରୁ ସାଢେ ତିନି ବର୍ଷ ହେବ ବୋଲି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଖବର ଅନୁଯାୟୀ, ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ମୂଷା ମାରିବା ପାଇଁ ବଜାରରୁ ଔଷଧ କିଣି ନେଇ ଥୋଇଥିବା ବେଳେ ୬ ଶିଶୁ ଚକୋଲେଟ୍ ଭାବି ଖାଇ ଦେଇଥିଲେ। ମୂଷା ମରା ଖାଇଥିବା ୬ ଜଣ ଶିଶୁଙ୍କୁ ପ୍ରଥମେ ବେଲଟିଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login