ମୋହନା : ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ । ଦୁର୍ଘଟଣାରେ ୮ ଆହତ । ରାଇସିଂ ଘାଟି ରାସ୍ତାରେ ଦୁର୍ଘଟଣା , ଆହତଙ୍କୁ ମେଡିକାଲରେ ଭର୍ତ୍ତି । ବିକ୍ରାନ୍ତ ନାମକ ବସଟି ବ୍ରାହ୍ମଣୀ ଗାଁରୁ ବ୍ରହ୍ମପୁର ଯାଉଥିଲା । ଅଗ୍ନିଶମ ବିଭାହ ଘଟଣା ସ୍ଥଳରେ ପହଁଚି ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ଥିବା ୩୦ରୁ ଅଧିକ ଯାତ୍ରୀଏକ ବଡ ଦୁର୍ଘଟଣାକୁ ବର୍ତ୍ତି ଯାଇଛନ୍ତି । ବସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି କରିଛି ପୋଲିସ ।
Views: 84











