The Ultimate Managed Hosting Platform
ADVERTISEMENT

ଘାଟିରେ ଅଟୋ ଓଲଟି ୧୩ ଆହତ

Facebook
Twitter
LinkedIn

ଗଞ୍ଜାମ : ଗଞ୍ଜାମ-ଗଜପତୁ ସୀମାନ୍ତ ଝଗଡାପଲ୍ଲୀ ନିକଟ ଘାଟିରେ ଓଲଟିଲା ଅଟୋ । ଫଳରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ପାତ୍ରପୁର ତୁରିବୁଡି ପଞ୍ଚାୟତ କୁମ୍ଭିଖାଲକୁ ଭୋଜିରେ ଯୋଗଦେବାକୁ ଆସୁଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login