The Ultimate Managed Hosting Platform
ADVERTISEMENT

ଘାଟିରୁ ଖସିଲା ପିକଅପ : ଚାଲିଗଲା ୨ ଜଣଙ୍କର ଜୀବନ

Facebook
Twitter
LinkedIn

ସୁନ୍ଦରଗଡ: ୨୦ ଫୁଟ ତଳକୁ ଖସିଲା ପିକଅପ , ୨ ମହିଳା ଶ୍ରମିକଙ୍କ ଚାଲିଗଲା ଜୀବନ । ହେମଗିରି ଥାନା ଉସତାଲି ଘାଟିରୁ ତଳକୁ ଖସିଲା ପିକଅପ । ୫ରୁ ଅଧିକ ଗୁରୁତର ଶ୍ରମିକଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି । ରାସ୍ତା କାମ ପାଇଁ ହେମଗିରିରୁ ଡୁଡୁକା ଯାଉଥିଲେ ୭ରୁ ଅଧିକ ଶ୍ରମିକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login