The Ultimate Managed Hosting Platform
ADVERTISEMENT

ଘର ଭିତରେ ରକ୍ତାକ୍ତ ମୃତଦେହ

Facebook
Twitter
LinkedIn

ପଦ୍ମପୁର : ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ । ମେଲଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ଶ୍ୟାମ ପ୍ରଧାନ। ବୃଦ୍ଧଙ୍କ ବେକରେ ଗଭୀର କ୍ଷତ , ମୃତ୍ୟୁର କାରଣ ଅସ୍ପଷ୍ଟ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି। ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ , ଘଟଣାସ୍ଥଳରେ ପୋଲିସର ଛାନଭିନ । ଏହାକୁ ନେଇ ଗାଁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login