The Ultimate Managed Hosting Platform
ADVERTISEMENT

ଘରେ ପଶି ମହିଳାଙ୍କୁ ଦଳିଦେଲା ହାତୀ

Facebook
Twitter
LinkedIn

କଣ୍ଟାବାଞ୍ଜି : ପୁଣି ହାତୀ ନେଲା ମଣିଷ ଜୀବନ । ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ମାରିଦେଲା ହାତୀ । ବଙ୍ଗୋମୁଣ୍ଡା ରେଞ୍ଜ ସାନବାଙ୍କୀ ଗାଁରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ସ୍ୱାମୀ ଓ ଶ୍ୱଶୁର ଆହତ । ମୃତକ ହେଲେ ମନ୍ଦାର ପୁଟେଲ । ଗାଁର ସନ୍ୟାନନ୍ଦ ପୁଟେଲ ଓ ତାଙ୍କ ପରିବାର ରାତିରେ ଘରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲେ। ମୃତ ମହିଳାଙ୍କ ଶ୍ବଶୁର ଓ ସ୍ବାମୀ ମଧ୍ୟ ଆହତ ହୋଇଛନ୍ତି । କ୍ଷତିପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ । ଗାଁରେ ଉତ୍ତେଜନା ଲାଗିରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login