The Ultimate Managed Hosting Platform
ADVERTISEMENT

ଘଞ୍ଚ ଜଙ୍ଗଲ ଗଲା ଜୀନ୍ନତ

Facebook
Twitter
LinkedIn

ବାରିପଦା : ଏନକ୍ଲୋଜରୁ ବାହାରିଲା ବାଘୁଣୀ ଜୀନ୍ନତ । ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆକୁ ଛଡାଗଲା । ରାତି ୯ଟା ୩୦ରେ ଛଡାଯାଇଥିବା ଶିମିଳିପାଳ ଆରସିସିଏଫଙ୍କ ସୂଚନା । ୨୪ ଘଣ୍ଟିଆ ମନିଟରିଂରେ ରହିବ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ । ବାଘୁଣି ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି । ଏବେ ଶିମିଳିପାଳ ଉତ୍ତରକୋର୍ ଅଞ୍ଚଳରେ ଜିନ୍ନତ୍ ଓ ଦକ୍ଷିଣ କୋରରେ ବାଘୁଣୀ ଯମୁନା ଅଛନ୍ତି ।ଗତ କିଛିଦିନ ହେବ ଅଭୟାରଣ୍ୟର କୋର ଏରିଆରେ ଏକ ସ୍ୱତନ୍ତ୍ର ଏନକ୍ଲୋଜର ରଖାଯାଇ ତାର ଗତିବିଧି ଲକ୍ଷ୍ୟ କରିବା ସହିତ ବିଭିନ୍ନ ଲକ୍ଷଣକୁ ଏକ ସ୍ୱତନ୍ତ୍ର ଟିମ ନିରୀକ୍ଷଣ କରୁଥିଲା । ତେବେ ସେଠାରେ ଏକ ବାରହାକୁ କିଛି ଦିନ ଶିକାର କରି ଖାଇବା ପରେ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅନୁମାନ କରି ଅଭୟାରଣ୍ୟ କର୍ତ୍ତୃପକ୍ଷ ଏନକ୍ଲୋଜର ବାହାରକୁ ଛାଡିଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login