The Ultimate Managed Hosting Platform
ADVERTISEMENT

ଗୋ ମାଫିଆଙ୍କ ଆତଙ୍କରାଜ

Facebook
Twitter
LinkedIn

ସୋର : ଗୋରୁ ଚାଲାଣ ବେଳେ ଗୋ ମାଫିଆଙ୍କ ଆତଙ୍କରାଜ । ବିରୋଧ କରିବାରୁ ବନ୍ଧୁକ ଭୁଜାଇ ଦେଖାଇ ଡରାଇଲେ । ବେଆଇନ ଗୋରୁ ଚାଲାଣକୁ ଲୋକମାନେ ବିରୋଧ କରିବାରୁ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଢେଲାପଥର ମାଡ଼ ସହ ଗୁଳି ମାଡ଼ ହୋଇଛି । ଏହା ସହ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ବେଆଇନ ଗୋରୁ ଗାଡି ଚାଲାଣ ବେଳେ ଏପରି ଘଟଣା ଘଟିଛି । ଗୋ ମାଫିଆ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ଭୟଭୀତ ହୋଇ ଗୋରୁ ଗାଡି ରାସ୍ତା ପାର୍ଶ୍ଵରେ ଥିବା ଏକ ସେଲୁନ ଉପରେ ଚଢି ଯିବାରୁ ଦୋକାନ ସମ୍ପୂର୍ଣ ନଷ୍ଟ ହୋଇଛି । ଏହି ସମୟରେ ଗୋରୁ ମାଫିଆ ମାନେ ଆସି ଉପସ୍ଥିତ ଲୋକଙ୍କ ୫ ମଟରସାଇକେଲ ଓ ଏକ କାରକୁ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗୋରୁ ଗାଡି ଛଡାଇ ନେଇଛନ୍ତି । ପରେ ଖନ୍ତାପଡ଼ା ପୋଲିସ ପହଂଚି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦ୍ୱାରା ୩ ଜଣ ଅଟକଙ୍କୁ ପୋଲିସ ଜିମା ଦେଇଛନ୍ତି । ତେବେ ଲୋକଙ୍କ ଦ୍ୱାରା ନ୍ୟାୟ ଦାବିରେ ରାସ୍ତା ଅବରୋଧ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login