The Ultimate Managed Hosting Platform
ADVERTISEMENT

ଗୋପାଳ ନ ଥିଲେ ପାଗଳ !

Facebook
Twitter
LinkedIn

ଭୁବନେଶ୍ୱର : ଅଭିଯୁକ୍ତ ଗୋପାଳ ଦାସର ଛୁଟିକୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ମାନସିକ ରୋଗ ପାଇଁ ଛୁଟି ଆବେଦନ କରି ନ ଥିଲେ ଗୋପାଳ । ଟ୍ରାନ୍ସଫର ପାଇଁ ମଧ୍ୟ କେବେ ଲେଖି ନ ଥିଲେ ଚିଠି । ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ବିନା ସୂଚନାରେ ୨୦୧୪ରେ ୨ ମାସ ପାଇଁ ଛୁଟିରେ ଥିଲେ । ପରେ ମାନସିକ ରାଗେ ଚିକିତ୍ସା ନେଇ କାଗଜପତ୍ର ଦେଇଥିଲେ । ଏମକେସିଜିରେ ମାନସିକ ରୋଗ ଚିକିତ୍ସା ନେଇ ତଥ୍ୟ ଦେଇଥିଲେ । ୨୦୧୫ ମାର୍ଚ୍ଚରୁ ୪ ମାସ ପାଇଁ ବିନା ସୂଚନାରେ ଛୁଟି ନେଇଥିଲେ । ପରେ ନିଜର ଫିଟନେସ ପ୍ରମାଣପତ୍ର ଦାଖଲ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login