The Ultimate Managed Hosting Platform
ADVERTISEMENT

ଗୋଦାମରେ ନାହିଁ ଆଳୁ , ପୁଣି ଦେଖାଦେବ ଆଳୁ ସଙ୍କଟ !

Facebook
Twitter
LinkedIn

ଭୁବନେଶ୍ୱର : ଗୋଦାମରେ ନାହିଁ ଆଳୁ । ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ। ପଶ୍ଚିମ ବଙ୍ଗ ବେପାରୀ ଓଡ଼ିଶାକୁ ଆଳୁ ଦେବେ ନାହିଁ ବୋଲି ମନା କରିବା ପରେ ଆଜି ଓଡ଼ିଶା ମାର୍କେଟ ରେ ଆଳୁ ସଙ୍କଟ ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ଏକ ନମ୍ବର ପରିବା ହାଟରେ ମହଜୁଦ ନାହିଁ ଆଳୁ ବୋଲି ବେପାରୀ କହୁଛନ୍ତି। ଆଳୁ ଦର ପୁଣି ବଢ଼ି ପାରେ ବୋଲି କହିଛନ୍ତି ବେପାରୀ। ଏବେ ଆଳୁ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଂଗରୁ ଆଳୁ ଆସୁନଥିବାବେଳେ ଉତ୍ତରପ୍ରଦେଶରୁ ଆସୁଛି ଆଳୁ। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ପଚି ଯାଉଥିବାରୁ ଖାଉଟି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login