ଭୁବନେଶ୍ୱର : ଏୟାରପୋର୍ଟ ଥାନାରେ ଉତ୍ତେଜନା । ସାଇଡମରାକୁ କେନ୍ଦ୍ର କରି ଟାକ୍ସି ଡ୍ରାଇଭରଙ୍କୁ ଆକ୍ରମଣ । ଆହତ ଡ୍ରାଇଭର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ସଂଘର ଥାନା ଘେରାଉ । ସେପଟେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ୧୦ରୁ ଅଧିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ନିୟନ୍ତ୍ରଣ ପାଇଁ ଦୁଇ ପ୍ଲାଟୁନ ପୋଲିସ ପୋର୍ସ ମୁତୟନ ହୋଇଛନ୍ତି ।
Views: 51











