The Ultimate Managed Hosting Platform
ADVERTISEMENT

ଗରମ ପାଣି ଫିଙ୍ଗିଲା ସାବତ ମାଆ

Facebook
Twitter
LinkedIn

ଆନନ୍ଦପୁର : ପୁଅ ଉପରକୁ ଗରମ ପାଣି ଫିଙ୍ଗିଲା ସାବତ ମାଆ । ଘସିପୁରା ଥାନା କଇନପୁର ଗାଁରେ ଅଭାବନୀୟ ଘଟଣା । ଗ୍ରୁପ ରୁଣ ଆଣିବା ବିବାଦକୁ ନେଇ ସାବତ ମାଆର ଆକ୍ରମଣ ସୂଚନା ।
ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲା । ଆଜି ଝଗଡ଼ା ଉଗ୍ରରୂପ ନେଇଥିଲା । ଆଜି ଝଗଡା କରି ମାରଧର କରିବା ସମୟରେ ଅତିଷ୍ଠ ହୋଇ ଜଞ୍ଜାଳି ଗରମ ଡାଲିପାଣି ଦିପୁନ ଉପରକୁ ଫିଙ୍ଗି ଦେଇଥିଲେ । ପ୍ରଥମେ ଦୀପନକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ୍ ଉଭୟ ମା ଓ ବାପାଙ୍କୁ ଥାନାକୁ ଡକାଇ ପଚାରା ଉଚାରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login