The Ultimate Managed Hosting Platform
ADVERTISEMENT

ଖୋର୍ଦ୍ଧାରେ ଜବର ଦଖଲ ଉଚ୍ଛେଦ କରୁଛି ପ୍ରଶାସନ

Facebook
Twitter
LinkedIn

ଖୋର୍ଦ୍ଧା : ଖୋର୍ଦ୍ଧା ସହରରେ ଜବରଦଖଲ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ । ମାରବାଡି ପଟିରୁ ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ କରୁଛି । ୨ ପ୍ଲାଟୁନ ପୋଲିସ ଉପସ୍ଥିତିରେ ବୁଲଡୋଜର ଲଗାଇ ଉଚ୍ଛେଦ ଚାଲିଛି । ୪୦ରୁ ଅଧିକ ଦୋକାନକୁ ଉଚ୍ଛେଦ କଲାଣି ପ୍ରଶାସନ । ବ୍ୟବସାୟୀ ସଂଘର ନିବେଦନ ପରେ କିଛି ଦିନ ପାଇଁ କ୍ୟାବିନ ଉଛେଦକୁ ବନ୍ଦ ରଖାଯାଇଥିଲା । ହେଲେ ଆଜି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । କ୍ୟାବିନ ନହଟେଇବାକୁ ହୋଇଥିଲା ଆନ୍ଦୋଳନ କିନ୍ତୁ ପ୍ରଶାସନର ଆଲୋଚନା ପରେ କିଛି ଦୋକାନୀ ନିଜ ଆଡୁ ଦୋକାନ ଭାଙ୍ଗିଦେଇଥିବାବେଳେ ସେମାଙ୍କୁ ଭେଣ୍ଡିଙ୍ଗଯୋନରେ ଦୋକାନ ଗୃହ ମିଳିଛି । ଅନ୍ୟପକ୍ଷରେ ଆଉ କିଛି ପରିବା ଦୋକାନୀ ଏହାକୁ ଵିରୋଧ କରୁଥିବା ଦେଖିବାକୁ ମିଳିଛି । ଆନ୍ଦୋଳନରେ ବସିଥିବାବେଳେ ସେମାନଙ୍କୁ ପୋଲିସ ଉଠାଇନେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ADVERTISEMENT
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

Login